#ରାସ୍ତା_ନୁହେଁ_ତ_ମରଣ_ଯନ୍ତା
#ଉପାନ୍ତ_ଅଞ୍ଚଳକୁ_ଯୋଜନା_ବାଟବଣା
ବିକାଶରେ ବାଧକ ସାଜିଛି ବନ ବିଭାଗ । ବର୍ଷ ବର୍ଷ ଧରି ମରଣ ଯନ୍ତାରେ ଯାତାୟତ କରୁଛନ୍ତି ଅଂଚଳବାସୀ । କୋଟି କୋଟି ଟଙ୍କା ଖର୍ଚ୍ଚ ପରେ କାମ ବନ୍ଦ କଲା ବନ ବିଭାଗ । ଗଜପତି ଜିଲ୍ଲା ଆର୍ ଉଦୟଗିରି ବ୍ଲକ ପୁରୁଣାପାଣି ପଞ୍ଚାୟତ ଝାଟିକାବାଡ଼ରୁ ତୈଲକୁ ସଂଯୋଗ କରୁଥିବା ରାସ୍ତାର ଦୃଶ୍ୟ ।
#Gajapati #Roadissue #developmentissue #forestdepertment #Odisha #ArgusNews