ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସ୍ତ୍ରୀ ଟଙ୍କା ବାଣ୍ଟୁ ଥିବା ଅଭିଯୋଗକୁ ଖଣ୍ଡନ କଲେ ତାଙ୍କ ସ୍ତ୍ରୀ ପ୍ରତିମା ପୁରୋହିତ। କହିଲେ ଆମେ ଫାର୍ମ ହାଉସକୁ ଯାଇଥିବା ବେଳେ ଉଦ୍ଦେଶ୍ୟ ମୂଳକ ଭାବରେ ଆମର ଭିଡିଓ କରି ଆମକୁ ବଦନାମ କରାଯାଉଛି...।
#ArgusNews #padampur #PradipPurohit #FakeAllegations #PadampurByPoll #Odisha