#ପଦମପୁରରେ_ଜିଏସଟି_ରେଡ୍_ନେଇ_ଉତ୍ତେଜନା
ଉଦ୍ଦେଶ୍ୟମୂକଳ ଭାବେ ଚଢ଼ାଉକୁ ବିରୋଧ କରିଛନ୍ତି ସାଧାରଣ ଲୋକେ । ମେଡିସିନ ଓ ଲୁଗା ଦୋକାନରେ ଆକ୍ରୋସମୂଳକ ଭାବେ ଚଢ଼ାଉ ହୋଇଥିବା ଅଭିଯୋଗ ହୋଇଛି । ଚଢ଼ାଉ ବେଳେ GST ଅଧିକାରୀଙ୍କୁ ଘେରିଥିଲେ ସାଧାରଣ ଲୋକେ...।
#ArgusNews #padampur #GSTRaid #padampurbypoll #padampurbyelection #Odisha