ଗୋଟିଏ ପଟେ ପଦ୍ମପୁର ଉପନିର୍ବାଚନର ମାହୋଲ ସର ଗରମ ହୋଇଥିବା ବେଳେ ପୁଣି ପଦ୍ମପୁର ଜିଲ୍ଲା ମାନ୍ୟତା ଦାବୀ ଜୋର ଧରିଛି। ଯାହାକୁ ନେଇ ପଦ୍ମପୁରର ବିଭିନ୍ନ ଅନୁଷ୍ଠାନ ଏବଂ ଛାତ୍ର ଛାତ୍ରୀଙ୍କୁ ନେଇ ବିଶାଳ ଶୋଭାଯାତ୍ରା ହୋଇଛି ।
#Padmapur #DistrictClaim #Demand #padampurbyelection #Odisha #ArgusNews