ପାଇକମାଳକୁ ଏନଏସି ମାନ୍ୟତା ଓ ପିଏଚସିକୁ ସିଏଚସି ମାନ୍ୟତା ଦାବି। ଦ୍ବିତୀୟ ଦିନରେ ପହଞ୍ଚିଲା ଜାଗରଣ ଯୁବ ସଂଗଠନ ପକ୍ଷରୁ 48 ଘଣ୍ଟିଆ ବନ୍ଦ ପାଳନ। ଏସବୁ ଦାବିକୁ ନେଇ ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ 48 ଘଣ୍ଟିଆ ବନ୍ଦ ପାଳନ କରାଯାଉଛି....।
#ArgusNews #paika #PHC #protest #PadamPur #Odisha