ଶ୍ରୀ ଜଗନ୍ନାଥଙ୍କର ପ୍ରିୟ ପଖାଳ ଭାତ
ଆହା ମୋ ପଖାଳ କଂସା
ଓଡ଼ିଆଙ୍କ ପାଇଁ ଏହା କେବଳ ଖାଦ୍ୟ ନୁହେଁ, ଏହା ଏକ ଭାବନା କହିଲେ ଅତ୍ୟୁକ୍ତି ହେବନାହିଁ। ପଖାଳ କଂସାରେ ରହିଥାଏ ଭରିଥାଏ ଓଡ଼ିଆଙ୍କ ପ୍ରାଣ। ଓଡ଼ିଆଙ୍କ ଭାବନାରେ ମହକି ଉଠିଥାଏ ପଖାଳ କଂସା ।
#ArgusNews #PakhalaDivas #celebrated #traditionalOdiadish #PakhalaDibasa #SpecialStory #PakhalaDivas2023 #Puri #Odisha