#ପାଓ୍ବାର_କଟରେ_ଅତିଷ୍ଟ_ହୋଇ_ପାଓ୍ବାର_ଦେଖାଇଲେ_ବଦ୍ୟୁତ୍_ଗ୍ରାହକ
#ବିଭାଗୀୟ_ଅଧିକାରୀଙ୍କୁ_ଅଫିସରେ_ପଶି_ଉଠେଇ_ଆଣିଲେ
ଇଆଡେ ଅସହ୍ୟ ତାତି ସିଆଡେ ପାଓ୍ୱାର କଟ୍ । ଯାହାର ନାହିଁ ତାର ମୁଣ୍ଡ ବିଗିଡିଯିବ। ଖାସ୍ ସେଇଥିପାଇଁ ଗ୍ରାମବାସୀଙ୍କ ମୁଣ୍ଡ ବିଗିଡିଗଲା। ଆଉ ସେମାନେ ଅଫିସ୍ରେ ପସି ୮ ବିଦ୍ୟୁତ୍ ବିଭାଗୀୟ କର୍ମଚାରୀଙ୍କୁ ଉଠାଇ ଆଣିଲେ ।
#Brahmapur #jagannathpur #powercut #issues #OdishaCM #Odisha #ArgusNews