ସମ୍ବଲପୁର ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥରେ ଦେଖିବାକୁ ମିଳିଛି ଏପରି କିଛି ଚିତ୍ର । କଲିକତା ଛତିଶଗଡ଼ ସମ୍ବଲପୁର ଅଭିମୁଖେ ଏକ ମାଛ ବୋଝେଇ ଟ୍ରକ ଯାଉଥିଲା । ହଠାତ୍ କୌଣସି କାରଣରୁ ଜମନକିରା ବ୍ଲକ ଛକରେ ଏହି ମାଛ ବୋଝେଇ ଟ୍ରକରୁ ମାଛ ଖସି ପଡିଥିଲା । ଆଉ ତା ପରେ କିଏ ପଲିଥିନ ରେ ତ କିଏ ହାତରେ ବୋହିନେଲେ ମାଛ
#Sambalpur #Fish #Viralvedio #ArgusNews