#ଜଳ_ପାଇଁ_କଲବଲ୍_ସୌଭାଗ୍ୟପଡା_ଗାଁ
ବାହାରେ ପ୍ରଚଣ୍ଡ ରୌଦ୍ରତାପ । ଗରମ ସାଙ୍ଗକୁ ଗୁଳୁଗୁଳି । ପାଣିର ଆବଶ୍ୟକତା ଅଧିକ ରହିଛି ଏବେ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସୌଭାଗ୍ୟପଡା ଗାଁ । ୩୦ରୁ ଉର୍ଦ୍ଧ୍ଵ ପରିବାର ରହୁଛନ୍ତି । ସରକାର ମେଣ୍ଟାଇ ପାରୁନାହାନ୍ତି ଏମାନଙ୍କ ଶୋଷ । ନଳକୂପଟିଏ ନଥିବାରୁ ପାଣି ପାଇଁ ଯାହା ବିକଳ ଏମାନେ କହିହେବ ନାହିଁ ।ଫଳରେ ବର୍ଷ ତମାମ ନଦୀ ପାଣି ଭରସା । ଏଇ ପାଣିରେ ଗାଧୁଆ, ଏଇ ପାଣି ପିଇବା, ରୋଷେଇ ସବୁ କାମ
#Kalahandi #Sobhagyapoda #WaterProblem #river #Odisha #ArgusNews