ସ୍ଵାଧୀନତାର୍ ଏତେ ବଛର୍ ପରେ ଭିଲ୍ ଖଣି ଖାଦାନ ଭରା ବଣାଇ ଅଞ୍ଚଲନେ ପୁହଞ୍ଚି ନାଇ ପାରଲା ଶିକ୍ଷା। କେନ ଗଛ ମୂଳେ ପାଠ ପଢୁଛନ୍ ତ ଆର୍ କେନ ଖୁଲା ଆକାଶ ତଲେ ପାଠ ପଢୁଛନ୍ ପିଲା। ବାର୍ ବାର୍ ଅଭିଯୋଗ୍ ପରେ ଲାଖ୍ ଲାଖ୍ ଟଙ୍କା ବ୍ୟୟଥି ଅଙ୍ଗନବାଡ଼ି କେନ୍ଦ୍ର କାମ୍ ମୂଲ୍ ହେଲା । ହେଲେ ଦୁର୍ବଲିଆ କାମ୍ କରିକି ଟଁକା ଲୁଟ୍ କରୁଥିବାର୍ ଅଭିଯୋଗ୍ ଆଇଛେ ।
#ArgusNews #AnganwadiCenter #Corruption #Sundargarh #Bonai #Odisha