#ଓଲି_ଲ୍ୟାଣ୍ଡରେ_ମସଗୁଲ_ମାସ୍କଟ
#ସେପଟେ_ସମୁଦ୍ରଶଯ୍ୟାରେ_ସତ_ଓଲି_ମଡ଼କ
ଓଲି ଲ୍ୟାଣ୍ଡରେ ଫକଫକ୍ ହୋଇ ଡେଉଁଛି ଡୁପ୍ଲିକେଟ୍ ଓଲି । ହେଲେ ସମୁଦ୍ର ବେଳାଭୂମିରେ ଶୁଭୁଛି ସତ ଓଲିର କାନ୍ଦ । ଫଟୋ ସେସନର ଚମକ ଭିତରେ ମସଗୁଲ ଡୁପ୍ଲିକେଟ୍ ଓଲି । ହେଲେ ଶବ ପାଲଟିଯାଉଛି ସତ ଓଲି ।
#ArgusNews #Turtle #Oliveridley #OdishaGovt #Puri #Odisha