୩୫ ବର୍ଷ ଧରି ଗରିବଙ୍କୁ ପୋଷାକ ପିନ୍ଧାଉଛନ୍ତି ଭୁବନେଶ୍ବରର ଗଗନ ଭାଇ । ନିଜ ଆୟର ୯୦ ଭାଗ ଖରଚ କରି ଦିଅନ୍ତି ସମାଜ ସେବାରେ । ତାଙ୍କୁ ସମ୍ମାନିତ କରାଗଲା ଅର୍ଗସ ନ୍ୟୁଜର 'ପ୍ରାଇଡ ଅଫ ଓଡ଼ିଶା ସମ୍ମାନ' ଉତ୍ସବରେ ।
#prideofodisha #PrideOfOdishaSammanUtsav #awardshow #awardee #GaganbihariPaital #culturalprogram #odisha #ArgusNews