#କୋଭିଡ୍_ଅବ୍ୟବସ୍ଥାର_କରୁଣ_ଦୃଶ୍ୟ...
ସୁନ୍ଦରଗଡ଼ ଏନଟିପିସି କୋଭିଡ୍ କେୟାର ସେଣ୍ଟରରେ ଭୂତ ଖାଉଛି ଟିଫିନ୍....ରୋଗୀ ମୃତ୍ୟୁର 5 ଦିନ ପରେ ବି ସମ୍ପର୍କୀୟଙ୍କଠାରୁ ନିଆଯାଉଥିଲା ଟିଫିନ୍...ଭେଣ୍ଟିଲେଟର ଅଭାବରୁ ମହିଳାଙ୍କ ମୃତ୍ୟୁ...କୋରୋନାର କରୁଣ କାହାଣୀ...
#ArgusNews #Odisha #Sundergarh #covidmismanagement