ରାୟଗଡାରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୋର 4ଟା ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଭୂତ ହୋଇଥିବା ସୂଚନା ରହିଛି । ତେବେ ଏଥିରେ କାହାର କୌଣସି ପ୍ରକାର କ୍ଷୟକ୍ଷତି ଘଟିନାହିଁ ...
#ArgusNews #Rayagada #EarthQuake #Odisha