ସୁନ୍ଦୀରକୁ ତାର ପୁରୁଣା ସ୍ଥାନ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରାଇ ନେବେ ମଧ୍ୟପ୍ରଦେଶ ସରକାର । ଏଥିପାଇଁ ସାତକୋଶିଆ ଅଭୟାରଣ୍ୟରେ ପହଞ୍ଚିଛନ୍ତି 6 ଜଣିଆ ବିଶେଷଜ୍ଞ ଟିମ୍ । ସ୍ଥିତି ପରଖିବା ପରେ ସୁନ୍ଦରୀକୁ ଫେରାଇ ନେବାକୁ ପ୍ରୟାସ ଆରମ୍ଭ ହେବ.....
#ArgusNews #Odisha #Satakosia #Tiger_Sundari