ଚାଲିଛି ଶୀତ ଋତୁ । ପର୍ଯ୍ୟଟନସ୍ଥଳୀରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ 32 କିମି ଦୂର ଗଲେ.... ବଡବାହାଲ ଗାଁ ନିକଟରେ ରହିଛି ଗୁଦଗୁଦା ଜଳପ୍ରପାତ । ସୁଉଚ୍ଚ ପାହାଡ ଓ ସେଥିରୁ ପଥର ଉପରେ କଚାଡି ହୋଇ ପଡୁଥିବା ଝରଣାର ଘୋ ଘୋ ଶଦ୍ଦ । ଜଳ ପ୍ରପାତରେ 7ଟି କୁଣ୍ଡ ଥିବାରୁ ଏହାକୁ ସପ୍ତଗଙ୍ଗା ମଧ୍ୟ କୁହନ୍ତି ...
#ArgusNews #Odisha #picnicspot #sambalpur
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app