ପରୀ ପରିବାରକୁ ଆକ୍ରମଣ କରିଥିବା 14 ଦୁର୍ବୃତ୍ତଙ୍କୁ ଗିରଫ କରିଛି ନୟାଗଡ଼ ପୋଲିସ । କିନ୍ତୁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବାବୁଲି ନାୟକକୁ ହାତ ଦେଇ ପାରିଲାନି ପୋଲିସ । ଯାହାକୁ ନେଇ ସନ୍ଦେହ ଘେରରେ ନୟାଗଡ ପୋଲିସର ଭୂମିକା...
#ArgusNews #Odisha #Nayagarh #Pari_Murder_Case