ବାଲେଶ୍ବରରେ ଫେଲ ମାରିଛି ଶିଶୁ ସୁରକ୍ଷା ଅଭିଯାନ । ଜଣେ ନାବାଳକକୁ 5 ବର୍ଷ ଭିତରେ ତିନି ତିନି ଥର ବିକ୍ରି କରାଯାଇଛି । ଖନ୍ତାପଡ଼ାରୁ ବିକ୍ରି ହୋଇଥିବା ପିଲା ଭୁବନେଶ୍ବରରୁ ଉଦ୍ଧାର ହେବା ପରେ ଧରାପଡ଼ିଛି ପ୍ରଶାସନର ଅପାରଗତା । ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ପିଲାର ଭବିଷ୍ୟତ ନେଇ ଉଠିଛି ପ୍ରଶ୍ନ ।
#TheArgus #ArgusNews #Bhubaneswar #Childsale #Baleswar