ନାବାଳିକାଙ୍କୁ ବଳି ପକାଇଲେ ରାତାରାତି ହେଇଯିବେ କୋଟିପତି । ଏଭଳି ଭ୍ରାନ୍ତ ଧାରଣାକୁ ନେଇ ରଚାଯାଇଥିଲା ଷଡ଼ଯନ୍ତ୍ର । କିନ୍ତୁ ଅଳ୍ପକେ ବର୍ତ୍ତିଲେ ଗଞ୍ଜାମର 12 ବର୍ଷୀୟ ଝିଅ । ପୋଲିସ ପହଞ୍ଚି 3 ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ 2ଟି ଖଣ୍ଡା ଜବତ ହୋଇଛି । ତେବେ ଜଣେ ଗୁଣିଆ ସହ 5 ଜଣ ଏବେ ବି ଫେରାର ।
#TheArgus #ArgusNews #Ganjam #Minor #MinorCase