ସରୁନି ପାଣି ପାଇଁ କଷ୍ଟ। ରାତି ପାହିଲେ ମହିଳାଙ୍କ ପିଇବା ପାଣି ଚିନ୍ତା। ଗୋଟିଏ ଖୋଲା କୂଅ ଉପରେ ନିର୍ଭର 50ରୁ ଉର୍ଦ୍ଧ୍ୱ ପରିବାର। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବସନ୍ତ ପୁର ଗ୍ରାମବାସୀ ଚାହିଁ ରହିଛନ୍ତି ସ୍ୱଚ୍ଛ ପିଇବା ପାଣି ଟୋପାଏ ପାଇଁ ...
#ArgusNews #Odisha #WaterProblem #WaterIssue #Dhenkanal