ନାଟକୀୟ ଢଙ୍ଗରେ ଫେରାର ହୋଇଯାଇଛି ଗ୍ୟାଙ୍ଗଷ୍ଟର୍ ହାଇଦର । ହସ୍ପିଟାଲରେ ହାଇଦର ରହୁଥିବା 5 ନମ୍ବର କ୍ୟାବିନରେ ସବୁବେଳେ ଜଗି ରହୁଥିଲେ ସୁରକ୍ଷାକର୍ମୀ । ହେଲେ ସେମାନଙ୍କୁ ଖାଇବାରେ ନିଶା ଦେଇ ଫେରାର ହୋଇଯାଇଛି ଏହି ଦୁର୍ଦ୍ଦାନ୍ତ ଅପରାଧୀ । କମିସନରେଟ୍ ପୋଲିସ ପକ୍ଷରୁ କଟକରେ ସବୁ ଛକରେ ବ୍ଲକିଂ ଓ ଚେକିଂ ଜାରି ରଖିଛି ପୋଲିସ.... #ArgusNews #Odisha #Cuttack #SCB #Gangstar #Haidar #Return_Off