ବିଜୁ ପକ୍କାଘର ଯୋଜନା ପାଲଟିଛି ପ୍ରହସନ । ଘର ଖଣ୍ଡିଏରୁ ବଞ୍ଚିତ ଦୃଷ୍ଟିହୀନ ପରିବାର ।ଘର ପାଇଁ 10ହଜାର ଟଙ୍କା ଲାଞ୍ଚ ମଗାଯାଉଥିବା ଅଭିଯୋଗ ।ଆମେ କହୁଛୁ ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ କୁଳିଗାଁ ପଞ୍ଚାୟତର ୪ ନମ୍ବର ୱାର୍ଡର ବୃଦ୍ଧ ଦୋଳ ଦଳାଇଙ୍କ ଦୃଷ୍ଟିହୀନ ପରିବାର କଥା ...
#ArgusNews #Baleswar #awasyojana
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app