ଆପଣମାନେ ଭାବୁଥିବେ ସ୍ମାର୍ଟ ସିଟିରେ ଲୋକଙ୍କ ଜୀବଶୈଳୀ ପୂରା ସ୍ମାର୍ଟ । କିନ୍ତୁ ସୂର୍ଯ୍ୟଅସ୍ତ ହେଲେ ଲୋକଙ୍କ ସମସ୍ୟା ଏଠି ଦୁଃଗୁଣିତ ହୋଇଥାଏ । ଟ୍ରାଫିକ ଜାମ ସହ ସ୍ମାର୍ଟସିଟିର ଲୋକମାନଙ୍କ ସହ କଟକବାସୀ ମଧ୍ୟ ନାନାଦି ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ଯାହାକୁ ନେଇ ଦିନକୁ ଦିନ ସମସ୍ୟା ବଢିବାରେ ଲାଗିଛି..
#ArgusNews #Odisha #SmartCity #Traffic
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app