ଅନେକ ସମୟରେ ପ୍ରବାସୀ ମାନଙ୍କୁ ଓଡିଶାକୁ ଫେରାଇ ଆଣିବାରେ ସହାୟତା କରୁଥିବା ସବ୍ୟ ଏବେ ପୁଣିଥରେ ଚର୍ଚ୍ଚାରେ । ଦୀର୍ଘ 5ମାସ ଧରି ଅଲଗା ହୋଇରହିଥିବା ସ୍ବାମୀ ସ୍ତ୍ରୀଙ୍କୁ ପୁଣିଥରେ ଏକାଠି କରିବାରେ ସଫଳ ହୋଇଛନ୍ତି ଓଲିଉଡ ଅଭିନେତା ସବ୍ୟସାଚ୍ଚୀ ମିଶ୍ର ....
#ArgusNews #SabyasachiMishra #Balasore #Soro #Sahayata