ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ଅଧିନରେ ଥିବା ଅଁଳା ପଞ୍ଚାୟତର ରାଇକମା ଗାଁରେ ରୁହନ୍ତି ବେସାହାରା 4 ଭାଈ ଭଉଣୀ । ପାଞ୍ଚ ବର୍ଷ ତଳେ ମା ବାସନ୍ତୀ କିସ୍କୁଙ୍କ ମୃତ୍ୟୁ ହୋଇଥିଲା । ଆଉ ଏବେ ବାପା ରଥ କିସ୍କୁ ମଧ୍ୟ ଛାଡ଼ି ଆର ପାରିକୁ ଚାଳଇଗଲେ ।
#TheArgus #ArgusNews #Mayurbhanj #Betanati