ଡ୍ୟୁଟି ସମୟରେ ମଦ ପିଇ ଲୋକଙ୍କୁ ବିନା କାରଣରେ ବାଡେଇଥିବା ପୋଲିସ ବାବୁ ହଟ୍ଟହଟ୍ଟା । ଏ ଭିଡିଓ ଏବେ ଭାଇରାଲ ହୋଇଛି । ଘଟଣା ଘଟିଛି ନବରଙ୍ଗପୁର ସୁରୁଗୁଡା ଗାଁରେ ....
#ArgusNews #PoliceDadagiri #Nabarangpur
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app