ଚାନ୍ଦବାଲିରେ ନକଲି ନୋଟ ଜବତ୍, ଚାନ୍ଦବାଲିରେ ଏକ ମିଠା ଦୋକାନରୁ ମିଠା କିଣୁଥିବା ସମୟରେ ଧରା ପଡ଼ିଲେ ଯାଜପୁର ବିଂଝାରପୁର ଅଞ୍ଚଳର ଯୁବକ... ଚାନ୍ଦବାଲି ଥାନା ପକ୍ଷରୁ ଅଧିକ ତଦନ୍ତ ଚାଲିଛି.. ମୋଟ ନକଲି 7 ହଜାର 7ସହ ଟଙ୍କା ବୋଲି ସୂଚନା ମିଳିଛି ...
#ArgusNews #Bhadrak #Chandabali #FakeNoteSeized
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app