#କେଉଁଠି_ଅଛି_କୁନି_ଝିଅ_ପିହୁ ?
#ନ୍ୟାୟ_ପାଇଁ_ମାଆର_ଆକୁଳ_ନିବେଦନ
15 ଦିନରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ନଦେଲେ ପୁଣି ଧାରଣାରେ ବସିବି। ଦୀର୍ଘ ଦୁଇ ବର୍ଷ ପରେ ବି ନ୍ୟାୟ ନମିଳିବାରୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ଭେଟି ଏହା କହିଛନ୍ତି ପିହୁର ମାଆ ମୋନାଲିସା ନାୟକ।
#PihuCase #Jajpur #Binjharpur #Police #Odisha #ArgusNews