#ଅଧିକ_ସଂକ୍ରାମକ_ଡେଲ୍ଟା_ପ୍ଲସ ।।
#ଲଙ୍ଗସ୍_ସେଲ_ଉପରେ_ପକାଉଛି_ଅଧିକ_ପ୍ରଭାବ ।।
#ଲେସ_ଇଫେକ୍ଟିଭ_ହେଇପାରେ_ଆଣ୍ଟିବଡି_କକଟେଲ ।।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଡେଲ୍ଟା ପ୍ଲସରେ ମ୍ୟୁଟେସନ୍ ସହ ଇମ୍ୟୁନିଟି ଏସ୍କେପ ମେକାନିଜିମ ରହୁଛି । ତେଣୁ ଭାରତରେ ଏହା ଚିନ୍ତାଜନକ ବିଷୟ । ଆସନ୍ତା ୬ ମାସ ଅଧିକ ଯତ୍ନଶୀଳ ହେବାକୁ ପଡ଼ିବ । ଟେଷ୍ଟିଂ, କଣ୍ଟାକ୍ଟ ଟ୍ରେସିଂ ଓ ଆଇସୋଲେସନ୍ ଜୋରଦାର କରିବାକୁ ହେବ ।
#ArgusNews #Odisha #ArguNewsTV #DELTAPLUS #COVID19 #newvarient