ଆଉ ଦିନ କେଇଟା ପରେ ବିଷ୍ଣୁ ଦମନକ ଚତୁର୍ଦ୍ଦଶୀ। ଶ୍ରୀକ୍ଷେତ୍ର ରୋଷଘରର ଠାକୁରାଣୀ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୁପା ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଉତ୍ସବ। ପ୍ରତ୍ୟେକ ବର୍ଷ ଚୈତ୍ର ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ତାଳଚେର ଗୋପାଳପ୍ରସାଦ ଠାରେ ମା’ ହିଙ୍ଗୁଳା ଅଗ୍ନିରୁପରେ ଉଭା ହୁଅନ୍ତି। ସେହିଦିନ ଠାରୁ ଆରମ୍ଭ ହୁଏ ମା’ଙ୍କ ଯାତ୍ରା।
#talcher #hingulatemple #festival #Odisha #ArgusNews