#୩୫_ବର୍ଷ_ହେବ_ଆମ_ଗାଁକୁ_ରାସ୍ତା_ହୋଇପାରିଲାନି
#ମହାରଥୀ_ବାବୁ_ମଧ୍ୟ_ଦେଖିକି_ଗଲେ_ହେଲେ_ରାସ୍ତା_ହୋଇ_ପାରିଲା_ନାହିଁ ।
ସଅଁପୁର ପଞ୍ଚାୟତର ମଳିକ ସାହି ବାସିନ୍ଦାଙ୍କ ଅସରନ୍ତି ଦୁଃଖ । ୩୫ବର୍ଷ ହେବ ଗାଁକୁ ହୋଇପାରୁନି ରାସ୍ତା ।
#Puri #pipili #Odisha #Panchayat #PanchayatElection #PanchayatElection2022 #Roadissue