ରିଲିଫ୍ ଚାଉଳରେ ହେରଫେର୍ । ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଆସିଥିବା ଚାଉଳକୁ ବି ଛାଡିଲେନି । ମିଳିମିଶି ଖାଇଗଲେ ରିଲିଫ୍ ଚାଉଳ । ଆଉ ଖୋଦ୍ ସରକାରୀ ଅଧିକାରୀ ରିଲିଫ୍ ଚାଉଳ ବାଣ୍ଟି ନେଇଥିବା ହୋଇଛି ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୂଷୁରୀ ହସନାବାଦ ପଞ୍ଚାୟତରୁ
#ArgusNews #Odisha #Bhadrak