ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଅଜୟଗଡ ପଞ୍ଚାୟତର ଦୃଶ୍ୟ । ଲକଡାଉନ, ସଟଡାଉନ ଯୋଗୁଁ ଚାଲିଛି ଅନଲାଇନ୍ ପାଠପଢା । କିନ୍ତୁ ନେଟୱର୍କ ଆସୁନଥିବାରୁ ପ୍ରତିଦିନ ଛାତ୍ରଛାତ୍ରୀ ଗାଁରୁ ୩କିମି ଚାଲି ଚାଲି ପାହାଡ ଉପରକୁ ଯାଆନ୍ତି ମୋବାଇଲରେ ପାଠ ପଢିବାକୁ ....
#Argusnews #Odisha #Gajapati #Online_Study #Network_Problem