ଏବେ ଆଫଗାନିସ୍ଥାନ ପ୍ରସଙ୍ଗରେ କଣ ରହିବ ଭାରତର କୂଟନୀତି । ଦେଶର ଆଭିମୁଖ୍ୟକୁ ସ୍ପଷ୍ଟ କଲେ ବୈଦେଶିକ ମନ୍ତ୍ରୀ । ଭାରତ ଗ୍ରହଣ କରିଛି ଓ୍ବେଟ୍ ଆଣ୍ଡ ଓ୍ବାଚ୍ ପଲିସି । ନଜର ରଖିଛି ଆଫଗାନିସ୍ଥାନର ପରିସ୍ଥିତି ଉପରେ । ସେଠାରେ ଥିବା ଭାରତୀୟ ମାନଙ୍କ ସୁରକ୍ଷା ପ୍ରଥମ ପ୍ରାଥମିକତା ।
#ArgusNews #Afghanistan #talibani #india