ସମସ୍ତଙ୍କ ଆକଳନ ଅନୁଯାୟୀ ସେପ୍ଟେମ୍ବରରେ ତୃତୀୟ ଲହର ଆସିବ ।ସେପ୍ଟେମ୍ବରରେ ତୃତୀୟ ଲହର ଆରମ୍ଭ ହେଲେ, ଅକ୍ଟୋବରରେ ପିକ୍ ନେବ । ପି୍କ ସମୟରେ ଶିଶୁମାନଙ୍କ ହସ୍ପିଟାଲାଇଜେସନ 100ରେ 23ରେ ରହିବ । ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ।
#coronavirus #corona3rdwave #Odisha #ArgusUpdate #ArgusNews