ଏଟିଏମ ମେସିନରେ କାର୍ଡ ପୁରାଇଲେ ଟଙ୍କା ବାହାରିବା ଆମେ ଜାଣିଛନ୍ତି ସତ । ମାତ୍ର ଟଙ୍କା ପୁରାଇଲେ ପେଟ୍ରୋଲ ବାହାରିବା କଥା ଜଣାନଥିବେ... ତେବେ ଏଭଳି ଏକ ଏଟିଏମ-ପେଟ୍ରୋଲ ମେସିନ ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ଆଦିବାସୀ ଯୁବକ.... ଡିଜିଟାଲ ପେମେଣ୍ଟ ମାଧ୍ୟମରେ ପେଟ୍ରୋଲ ବାହାର କରି ସେ ନିଜର ପ୍ରତିଭାକୁ ଅଧିକ ବିକଶିତ କରି ଉଦାହରଣ ସୃଷ୍ଟି କରିଛନ୍ତି ...
#ArgusNews #OdishaNews #Keonjhar #ATM_For_Petrol