HEADLINES@9AM | 13 OCT 2021 | Argus News
+ କେନ୍ଦୁଝର ସଦର ବିଧାୟକ ମୋହନ ମାଝୀଙ୍କ ଗାଡିକୁ ବୋମା ମାଡ ଘଟଣା
+ ମଣ୍ଡପେ ମହାଷ୍ଟମୀ
+ ଆଜି କଳାହାଣ୍ଡିର ଆରାଧ୍ୟା ଦେବୀ ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା
+ ରେଲଓ୍ବେ ବିଭାଗରେ ଚାକିରୀ କରାଇଦେବା ନାଁରେ ଟଙ୍କା ଲୁଟ୍
+ ଗଞ୍ଜାମ ପାତ୍ରପୁର ବ୍ଲକରେ ବିପର୍ଯ୍ୟସ୍ଥ ସ୍ବାସ୍ଥ୍ୟ ସେବା
+ ଆଜିଠୁ ଆରମ୍ଭ ହେବ ପିଏମ ଗତିଶକ୍ତି ମାଷ୍ଟର ପ୍ଲାନ
+ ମହାମାରୀର ପ୍ରଭାବ କମୁଥିବା ବେଳେ ସୁଧୁରୁଛି ଦେଶର ଅର୍ଥ ବ୍ୟବସ୍ଥା
+ ଘନୀଭୂତ ହେଉଛି ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ
#Headlines9AM #Keonjhar #Bombing #MohanMajhi #ChhatarYatra #Fraud #Railway #Ganjam #Economic #Lowpressure #WeatherUpdate #Odisha #ArgusNews