ଦୁଷ୍କର୍ମ ପୀଡିତାଙ୍କ ପରିଚୟ ସୋସିଆଲ ମିଡିଆରେ ସେୟାର କରିଥିଲେ ରାହୁଲ ଗାନ୍ଧୀ । ଯେଉଁଥି ପାଇଁ ତାଙ୍କ ଟୁଇଟର ଆକାଉଣ୍ଟକୁ ବନ୍ଦ କରା ଯାଇଥିଲା, ପରେ କଂଗ୍ରେସ ସଫେଇ ଦେଇଥିଲା ପୀଡିତାଙ୍କ ପରିବାର ତାଙ୍କୁ ଏଥି ପାଇଁ ସ୍ୱୀକୃତି ଦେଇଥିଲେ । ଏଭଳି କିଛି ସ୍ୱୀକୃତି ସେ ନେଇ ନାହାନ୍ତି ବୋଲି କହିଲେ ବିଜେପି ମୁଖପାତ୍ର, ସମ୍ଵିତ ପାତ୍ର ।
#ArgusNews #National #SambitPatra #RahulGandhi #Allegation #SocialMedia