ବାଙ୍ଗାଲୁରୁ ବାସୀଙ୍କ ପାଇଁ ଖୁସି ଖବର । ଓଡିଆ ସୁସ୍ବାଦୁ ଖାଦ୍ୟ ଖାଇବାକୁ ଆଉ ବାହାରକୁ ଯିବାକୁ ପଡିବ ନାହିଁ । ଘରେ ବସି ଡୋର ଷ୍ଟେପରେ ପାଇବେ ଏହି ସୁବିଧା । ଏଥିପାଇଁ ବେଙ୍ଗାଲୁରୁରେ ଖୋଲିଛି ଛପନ ଭୋଗର ଅଉଟଲେଟ । ବାଙ୍ଗାଲୁରୁରେ ରହୁଥିବା ପ୍ରବାସୀ ଓଡିଆ ମାନେ ଏଥର ଘରୋଇ ଓଡିଆ ନିରାମିଷ ଖାଦ୍ୟ ହାତ ପାହାନ୍ତାରେ ପାଇ ପାରିବେ ।
#bangalore #GoodNews #deliciousfood #ChhapanBhogoutlet #vegetarianfood #Odisha #ArgusNews