#ଭୋକ_ଉପାସରେ_ଏବେ_ଚୀନର_ଲକ୍ଷ_ଲକ୍ଷ_ନାଗରିକ
#କଠୋର_କୋଭିଡ୍_କଟକଣା_ଯୋଗୁଁ_ହେଉଛନ୍ତି_ହନ୍ତସନ୍ତ
#ଦୋକାନ_ବଜାର_ବନ୍ଦ_ଅନଲାଇନରେ_ମିଳୁନି_ଖାଦ୍ୟସାମଗ୍ରୀ
ଖୋଲିଲା ନିଜକୁ ବିଶ୍ବର ଶକ୍ତିଶାଳୀ ଦେଶ ବୋଲି ଭାବୁଥିବା ଏକଛତ୍ରବାଦୀ ଚୀନର ଶାସନ ଗୁମର । କୋଭିଡ୍ କଟକଣାକୁ କଡ଼ାକଡ଼ି କରିବାକୁ ଯାଇ ନିଜ ଦେଶର ନାଗରିକଙ୍କୁ ଏବେ ଭୋକ ଉପାସରେ ରଖିଛି ଚୀନର ଜିନପିଙ୍ଗ ପ୍ରଶାସନ ।
#China #COVID19 #coronavirus #Online #Odisha #ArgusNews