#ମା_କଣ୍ଠରୁ_ଝରିଲା_ସୁମଧୁର_ସଙ୍ଗୀତ
ଅଝଟ ପୁଅର ଅଳିକୁ ଟାଳି ପାରିଲେନି ଏହି ମା' ଜଣକ । ଏପଟେ ଚାଲିଛି ରୁଟି ବେଲା । ସେପଟେ ତାଙ୍କ କଣ୍ଠରୁ ଝରିଲା ସୁମଧୁର ସଙ୍ଗୀତ । କୌଣସି ପ୍ରଶଂସା ବା କରତାଳି ପାଇଁ ନୁହେଁ । ଏହା କେବଳ ଥିଲା ମମତାର ସୁମଧୁର ସଙ୍ଗୀତ । ମା'ଟି କେବଳ ଗାଉଥିଲା ବାତ୍ସଲ୍ୟର ସ୍ବର ।
#mother #children #love #Odisha #ArgusNews