ଆନ୍ତର୍ଜାତିକ ରାଜନୀତି ପାଇଁ ଏକ ଭଲ ଖବର । ନିଜର ସମସ୍ତ ପୂର୍ବ ଶତ୍ରୁତାକୁ ଭୁଲି ଏବେ ପୁଣି ବନ୍ଧୁତା ସମ୍ପର୍କ ମଜବୁତ୍ କରିବାକୁ ଯାଉଛନ୍ତି ଉଭୟ ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ । ଏ ବାବଦରେ ସରକାରୀ ଭାବରେ ମଙ୍ଗଳବାର ଘୋଷଣା କରିଛି ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ଅଫିସ୍ ବ୍ଲୁ ହାଉସ୍ ।
#ArgusNews #National #NorthKorea #SouthKorea #relationships