ମଧ୍ୟପ୍ରଦେଶରେ କରୋନା ଲକଡାଉନ ବେଳେ ସେମାନଙ୍କ ମା’ବାପାଙ୍କ ଠାରୁ ଅଲଗା ହୋଇଯିବା ପରେ ଶିଶୁ ଗୃହରେ ରହୁଥିବା ବେଳେ ପରିଚାଳକ ଦ୍ୱାରା ସେମାନଙ୍କୁ ମୁସଲମାନ କରି ଦିଆଯାଇଥିବା ଖବର କିଛି ଦିନ ପୂର୍ବରୁ ଆସିବା ପରେ ଏହା ଚହଳ ସୃଷ୍ଟି କରିଥିଲା । ଏବେ ଏହି ପିଲା ମାନଙ୍କର ଘରବାହୁଡା କରାଯାଇଛି । ସେହିପରି ସେମାନଙ୍କର ମାତା ପିତାଙ୍କୁ ଖୋଜି ଏହି ପିଲା ମାନଙ୍କୁ ସେମାନଙ୍କ ପରିବାର ନିକଟକୁ ପହଞ୍ଚାଇ ଦିଆଯାଇଛି ।
#MadhyaPradesh #CoronaLockdown #children #rescue #ArgusNews