#ଶ୍ରୀଲଙ୍କାରେ_ଦିନକୁ_ଦିନ_ବଢ଼ିଚାଲିଛି_ଅରାଜକତା
#ହତଶ୍ରୀ_ହେବାରେ_ଲାଗିଛି_ସୁନାର_ଲଙ୍କା
ଶ୍ରୀଲଙ୍କାରେ ଆର୍ଥିକ-ରାଜନୈତିକ ସଙ୍କଟ ଦିନକୁ ଦିନ ଅଧିକ ଗମ୍ଭୀର ହେବାରେ ଲାଗିଛି । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ୧୩ ତାରିଖରେ ଇସ୍ତଫା ଦେବେବୋଲି ଘୋଷଣା କରିଥିଲେ ବି ବେଶ୍ ଚାଲାକିରେ ଦେଶ ଛାଡି ପରିବାର ସହ ମାଳଦ୍ୱୀପ ପଳାଇ ଯାଇଛନ୍ତି
#SriLanka #politicalcrisis #president #GotabayaRajapaksa #ArgusNews