ଜ୍ଞାନଭାପୀ ବିବାଦୀୟ ଢାଂଚାରେ ଶିବଲିଙ୍ଗ ମିଳିବା ପରେ ଏହି ମାମଲାର ଧୀରେ ଧୀରେ ଜୋର ଧରୁଛି । ତେବେ ଏହା ଭିତରେ ଟୀକା ପିନ୍ଧୁଥିବା ଓକିଲ ହରିଶଙ୍କର ଜୈନ ଓ ଓକିଲ ବିଷ୍ଣୁ ଜୈନଙ୍କ ନାମ ସବୁବେଳେ ଗଣମାଧ୍ୟମରେ ଚର୍ଚ୍ଚାରେ ଆସୁଛି । ଦେଖିବା ଏହି ରିପୋର୍ଟ
#GyanavapiMosque #Advocate #HarishankarJain #BishnuJain #ArgusNews