#ଓଡ଼ିଶାର_ଅନସଙ୍ଗ୍_ହିରୋଙ୍କୁ_ମିଳିଲା_ବଡ଼_ସମ୍ମାନ
ସ୍ବାଧୀନତା ସଂଗ୍ରାମର ଅପରିଚିତ ନାୟକଙ୍କ ସ୍ମୃତିରେ ଓଡ଼ିଶା ଡାକ ପରିମଣ୍ଡଳ ପକ୍ଷରୁ ଉନ୍ମୋଚିତ ହୋଇଛି ସ୍ବତନ୍ତ୍ର ଲଫାପା । ଏହି ପରିପ୍ରେକ୍ଷୀରେ ଡାକ ବିଭାଗ ପକ୍ଷରୁ ଓଡ଼ିଶାର ୬ ଜଣ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ସ୍ୱାଧୀନତା ସଂଗ୍ରାମର ଅପରିଚିତ ନାୟକମାନଙ୍କ ସ୍ମୃତିରେ ସ୍ୱତନ୍ତ୍ର ଲଫାପା ଉନ୍ମୋଚନ କରାଯାଇଛି ।
#unsungheroes #specialenvelope #postal #freedomfighters #Odisha #ArgusNews