10 ଜନପଥ ସ୍ଥିତ ସରକାରୀ ବଙ୍ଗଳାର ଗତ ଦେଢ ବର୍ଷ ହେଲା ଭଡା ଦେଇ ନାହାନ୍ତି ସୋନିଆ ଗାନ୍ଧୀ
ସେହିପରି କଂଗ୍ରେସ ନେଇଥିବା ଅନ୍ୟ କ୍ବାଟର ଗୁଡିକରେ ଦଶ ବର୍ଷ ହେଲା ଦେଇ ନାହିଁ ଭଡା
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ହେଲା ଖୁଲାସା
#SoniaGandhi #governmentbungalow #quarters #Congress #rent #Odisha #Argusnews