#ଅର୍ଥ_ସାଜିଛି_ବାଧକ
ଗରିବୀ ଭିତରେ ସୁନୀଲଙ୍କର ବଡ ସ୍ୱପ୍ନ । ମାଟ୍ରିକରେ ୮୮.୫ ପ୍ରତିଶତ ନମ୍ବର ରଖିଛନ୍ତି ସୁନୀଲ । କିନ୍ତୁ ତାଙ୍କ ପାଠ ପଢିବା ପାଇଁ ଅର୍ଥ ସାଜିଛି ବାଧକ । ଅର୍ଥ ଅଭାବ ଯୋଗୁ ତାଙ୍କର ବିଜ୍ଞାନ ପଢ଼ିବାର ଆଶା କ୍ରମେ ମଉଳି ଯିବାକୁ ଲାଗିଛି କିନ୍ତୁ ସେ ଭାଙ୍ଗି ଯାଇନାହାନ୍ତି । ମନରେ ବିଶ୍ୱାସ ରହିଛି କେହି ସହଯୋଗ କରିବେ । ଶେଷ ଯାଏଁ ଅପେକ୍ଷା କରିବେ ସହଯୋଗକୁ ବୋଲି କହିଛନ୍ତି ସୁନୀଲ ।
#ArgusNews #Odisha #sunil #MatricResult #science #study #education #help