#ଆନ୍ଧ୍ରର_ଅନୁପ୍ରବେଶକୁ_ବିରୋଧ_କରିବ_ସର୍ବଦଳ ! ଲଗାତର ଅନେକ ବର୍ଷ ଧରି ଆମ ପଡ଼ୋଶୀ ରାଜ୍ୟ ଅଭିଭୁକ୍ତ କୋରାପୁଟରେ ନିଜର କାୟା ବିସ୍ତାର କରିବାର ଲାଗିଛି । ବିଗତ କିଛିଦିନ ତଳେ କୋଟିଆ ଅନେକ ଦିନ ଧରି ବିବାଦ ଭିତରେ ରହିଛି କୋରାପୁଟ ଜିଲ୍ଲା ର ପଟାଙ୍ଗି ,ନୂଆଗାଁ ସମେତ ଚାରିଟି ପଞ୍ଚାୟତ । କୋରାପୁଟରୁ ସର୍ବଦଳିଆ ଭାବେ ବିରୋଧ କରିବା ସହ ଆନ୍ଧ୍ରର ଚାଲକୁ ପଣ୍ଡ କରିବା ପାଇଁ ଏବେ ଅଣ୍ଟା ଭିଡ଼ିଛନ୍ତି ସମସ୍ତ ରାଜନୈତିକ ଦଳ ଓ ନେତା #ArgusNews #Kotia #Odisha #Andhrapradesh #Koraput #Allparty #BJP #BJD #Congress #Tarabahinipati