ଏମିତି ଅନେକ ସ୍ଥାନ ଅଛି ଯେଉଁଠି ପାଣି ଟୋପେ ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି ଲୋକେ । ଘର ପାଖରେ ପାନୀୟ ଜଳର କୌଣସି ସୁବିଧା ନ ଥିବା ବେଳେ, ଗରା ବାଲ୍ଟି ଧରି ମାଇଲ୍ ମାଇଲ୍ ଦୂର ଯାଉଛନ୍ତି ପାଣି ପାଇଁ ।
#Water #WaterProblem #DrinkingWater #BasudhaYajona #Nowrangpur #ArgusNews #Odisha